Jyoshna mahapatra 30 Mar 2023 आलेख दुःखद 15468 0 Hindi :: हिंदी
ବୟସର ଅର୍ଗଳିରେ ପ୍ରେମର କପାଳିକ ହାତେ ହରେଇଛି ମୋ ସ୍ୱାଧୀନତା ପ୍ରେମର ଏ ଦୁଲ୍ଳଭ ପଥେ ମଲା ଜହ୍ନ ସାଜି ପ୍ରେମରେ ମୋହର କରୁଛି ତୁମସାଥେ ବିଚରଣ ସବୁ ଠିକ ରେ ଆଜି ଦୋଷୀ ସାଜିଛି ଆଖିରେ ଲୁହ ଭରି ତୁମେ କାହିଁ ବୁଝୁନାହଁ ମୋ ପ୍ରେମର ଗଭୀରତା ନୀରବତା ରେ ବୁଝିନିଅ ମତେ ତୁମ ପ୍ରେମରେ ମତେ ବାନ୍ଧି ନେଇ